ಅರ್ಥ : ତିଆରି କରିବାର କାମ
							ಉದಾಹರಣೆ : 
							ଘରର ତିଆରି ଆରମ୍ଭ ହୋଇଛି
							
ಸಮಾನಾರ್ಥಕ : ତିଆରି, ନିର୍ମାଣ, ପ୍ରସ୍ତୁତିକରଣ
ಇತರ ಭಾಷೆಗಳಿಗೆ ಅನುವಾದ :
The act of constructing something.
During the construction we had to take a detour.ಅರ್ಥ : କୌଣସି ବିଶେଷ କର୍ଯ୍ୟ ଆରମ୍ଭ କରାଯିବା ପୂର୍ବରୁ କରାଯାଉଥିବା କାମ
							ಉದಾಹರಣೆ : 
							ସୀମାର ବାହାଘର ପ୍ରସ୍ତୁତି ବଡ଼ ଜୋରସୋରରେ ଚାଲୁଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
The activity of putting or setting in order in advance of some act or purpose.
Preparations for the ceremony had begun.ಅರ್ಥ : ପ୍ରସ୍ତୁତ କରିବା କ୍ରିୟା
							ಉದಾಹರಣೆ : 
							ସେ ନିଜର ଉଚ୍ଚ ବିଚାରଗୁଡ଼ିକର ପ୍ରସ୍ତୁତିକରଣ ଏହି ଲେଖା ମାଧ୍ୟମରେ କରିଛନ୍ତି  ମଞ୍ଚ ଉପରେ କବିମାନେ ରଚନାଗୁଡ଼ିକର ପ୍ରସ୍ତୁତିକରଣ ନିଜ ନିଜ ଢଙ୍ଗରେ କଲେ
							
ಸಮಾನಾರ್ಥಕ : ପ୍ରସ୍ତୁତିକରଣ
ಇತರ ಭಾಷೆಗಳಿಗೆ ಅನುವಾದ :
प्रस्तुत करने की क्रिया।
उसने अपने उच्च विचारों का प्रस्तुतीकरण इस लेख के माध्यम से किया है।