ಅರ್ಥ : ସ୍ୱେଚ୍ଛାରେ ଗତି କରୁଥିବା ଜୀବ
							ಉದಾಹರಣೆ : 
							ପୃଥିବୀରେ ଅନେକ ପ୍ରକାରର ଜୀବଜନ୍ତୁ ଦେଖାଯାନ୍ତି
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ପେଟେଇ ଚାଲୁଥିବା ଅମେରୁଦଣ୍ଡୀ ପ୍ରାଣୀ
							ಉದಾಹರಣೆ : 
							ସାପ, ଝିଟିପିଟି, କଇଁଚଆଦି ସରୀସୃପ ପ୍ରାଣୀ
							
ಇತರ ಭಾಷೆಗಳಿಗೆ ಅನುವಾದ :
रेंगकर चलने वाला असमतापी कशेरुकी।
साँप, छिपकली, कछुआ आदि सरीसृप जीव हैं।ಅರ್ಥ : ସଜୀବ ପ୍ରାଣୀ ବା ଯେଉଁଥିରେ ପ୍ରାଣ ଅଛି
							ಉದಾಹರಣೆ : 
							ପୃଥିବୀ ଉପରେ ବିଭିନ୍ନ ପ୍ରକାର ଜୀବ ମିଳନ୍ତି
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ସମସ୍ତ ଜୀବିତ ଜନ୍ତୁ ସମୁଦାୟର ବିଶେଷ ଅବଧି ବା କ୍ଷେତ୍ର
							ಉದಾಹರಣೆ : 
							ସେ ଭାରତର ଜନ୍ତୁଙ୍କ ଉପରେ ଅଧ୍ୟୟନ କରୁଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
एक विशेष अवधि या क्षेत्र के सभी जीवित जंतु समुदाय।
वह भारत के जंतुओं का अध्ययन कर रहा है।