ಅರ್ಥ : ଶୂନ୍ୟକୁ ଫୋଫାଡିବା
							ಉದಾಹರಣೆ : 
							ମୋହନ ଶ୍ୟାମଆଡ଼କୁ ବଲ୍ ପକେଇଲା
							
ಸಮಾನಾರ್ಥಕ : ପାଶୁପତପକେଇବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଫିଙ୍ଗାହେବାକୁଥିବା ବସ୍ତୁକୁ ଦୂରେଇଦେବା ବା ଢ଼ାଳିଦେବା
							ಉದಾಹರಣೆ : 
							ଅଳିଆ ଗଦାରେ ଅଳିଆ ପକାଯାଏ
							
ಸಮಾನಾರ್ಥಕ : ପକେଇବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି କଥା ଆଦିକୁ ଲୋକଲୋଚନକୁ ଆଣିବା
							ಉದಾಹರಣೆ : 
							ଆଜିକାଲି ସବୁ ପତ୍ରପତ୍ରିକା ନେତାମାନଙ୍କର ନୂଆନୂଆ କାଣ୍ଡକାରଖାନାକୁ ଚକ୍ଷୁ ସମ୍ମୁଖରେ ନିକ୍ଷେପ କରୁଛନ୍ତି
							
ಸಮಾನಾರ್ಥಕ : ନିକ୍ଷେପ କରିବା, ଫିଙ୍ଗିବା
ಇತರ ಭಾಷೆಗಳಿಗೆ ಅನುವಾದ :