ಅರ್ಥ : ବ୍ୟାକରଣର ନିୟମ ଅନୁସାରେ କ୍ରମରେ ଥିବା ଯେଉଁ ସାର୍ଥକ ଶବ୍ଦସମୂହଦ୍ୱାରା କାହାରି ବିଷୟରେ ନିଜର ଅଭିପ୍ରାୟ ପ୍ରକଟ କରାଯାଇଥାଏ
							ಉದಾಹರಣೆ : 
							ଏହି ଲେଖାର ପ୍ରଥମ ବାକ୍ୟରେ ହିଁ କିଛି ତୃଟି ରହିଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
A string of words satisfying the grammatical rules of a language.
He always spoke in grammatical sentences.ಅರ್ಥ : ମନୁଷ୍ୟ ମୁହଁରୁ ବାହାରୁଥିବା ସାର୍ଥକ ଶବ୍ଦ
							ಉದಾಹರಣೆ : 
							ଏଭଳି ବଚନ କୁହ ଯାହା ଅନ୍ୟକୁ ଭଲ ଲାଗିବ
							
ಸಮಾನಾರ್ಥಕ : କଥା, ବଚନ, ବାଣୀ, ବୋଲି
ಇತರ ಭಾಷೆಗಳಿಗೆ ಅನುವಾದ :
(language) communication by word of mouth.
His speech was garbled.