ಅರ್ಥ : ବାଣିଜ୍ୟ ସମ୍ବନ୍ଧୀୟ କାର୍ଯ୍ୟ ନିମନ୍ତେ ଯେଉଁ ଦୂତାବାସରେ ରାଜଦୂତ ନିଯୁକ୍ତ ହୋଇଛନ୍ତି
							ಉದಾಹರಣೆ : 
							ରମେଶ କିଛି କାମ ପାଇଁ ବାଣିଜ୍ୟ ଦୂତାବାସକୁ ଯାଇଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
वह दूतावास जहाँ वाणिज्य संबंधी कार्य के लिए राजदूत नियुक्त हों।
रमेश कुछ काम से वाणिज्य दूतावास गया है।Diplomatic building that serves as the residence or workplace of a consul.
consulateಅರ್ಥ : ବାଣିଜ୍ୟ ରାଜଦୂତ ଏବଂ ତାଙ୍କର ସମସ୍ତ ସହକର୍ମୀଆଦି ଅର୍ଥାତ ବାଣିଜ୍ୟ ଦୂତାବାସର ସମସ୍ତ ଲୋକ
							ಉದಾಹರಣೆ : 
							ବାଣିଜ୍ୟ ଦୂତାବାସ ଗୋଟିଏ ସୂଚନା ଜାରୀ କରିଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
वाणिज्य राजदूत और उसके सभी सहकर्मी आदि यानि वाणिज्य दूतावास के सभी लोग।
वाणिज्य दूतावास ने एक सूचना जारी की है।An ambassador and his entourage collectively.
embassy