ಅರ್ಥ : ବାଣ୍ଟିବା ପ୍ରକ୍ରିୟା ବା ଭାବ
							ಉದಾಹರಣೆ : 
							ସେଠ୍ଜୀ ଗରୀବଙ୍କୁ ଲୁଗାପଟା ବାଣ୍ଟିବାପରେ ଖାଦ୍ୟ ବାଣ୍ଟୁଛନ୍ତି
							
ಸಮಾನಾರ್ಥಕ : ପ୍ରଦାନ କରିବା, ବିତରଣ
ಇತರ ಭಾಷೆಗಳಿಗೆ ಅನುವಾದ :
The act of distributing or spreading or apportioning.
distributionಅರ್ಥ : କୌଣସି ବସ୍ତୁକୁ ଭାଗଭାଗ କରିବା
							ಉದಾಹರಣೆ : 
							ଚୋରମାନେ ଚୋରି ଧନ ବାଣ୍ଟିଲେ
							
ಸಮಾನಾರ್ಥಕ : ବଣ୍ଟନ କରିବା, ବିଭାଗ କରିବା, ବିଭାଜନ କରିବା, ଭାଗ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी वस्तु आदि के कई भाग करना।
चोरों ने चोरी का माल बाँटा।ಅರ್ಥ : ସାମୁହିକ ରୂପରେ ରଖିବା ବା ବ୍ୟବହାର କରିବା
							ಉದಾಹರಣೆ : 
							ଭାରତ ଓ ପାକିସ୍ତାନ ଏକ ଦୀର୍ଘ ସୀମାକୁ ଭାଗକରନ୍ତି
							
ಸಮಾನಾರ್ಥಕ : ଭାଗକରିବା, ଭାଗବାଣ୍ଟିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଅଳ୍ପ ଅଳ୍ପ କରି ଦେବା
							ಉದಾಹರಣೆ : 
							ପଣ୍ଡିତ ପୂଜା ପରେ ପଞ୍ଚାମୃତ ବାଣ୍ଟିଲେ
							
ಸಮಾನಾರ್ಥಕ : ବିତରଣ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
Administer or bestow, as in small portions.
Administer critical remarks to everyone present.ಅರ್ಥ : ଭାଗ ଅନୁସାରେ କିଛି ମିଳିବା ବା ଦିଆଯିବା
							ಉದಾಹರಣೆ : 
							ଆଜି ବିଦ୍ୟାଳୟରେ ମିଠେଇ ବଣ୍ଟା ଯାଉଥିଲା
							
ಸಮಾನಾರ್ಥಕ : ବଣ୍ଟନକରିବା
ಇತರ ಭಾಷೆಗಳಿಗೆ ಅನುವಾದ :