ಅರ್ಥ : ଯେଉଁ ବ୍ୟକ୍ତି ବାର୍ତ୍ତା ନେବା ଆଣିବା କରେ
							ಉದಾಹರಣೆ : 
							ବାର୍ତ୍ତାବହ ଅଜାଙ୍କ ଖବର ମାଆଙ୍କୁ ଶୁଣାଇଲା
							
ಸಮಾನಾರ್ಥಕ : ସନ୍ଦେଶବାହକ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେ ଖବର ପହୁଞ୍ଚାଏ
							ಉದಾಹರಣೆ : 
							ଆଜିବି କେତେକ ସ୍ଥାନରେ ବାର୍ତ୍ତାବହ ପାରା ବ୍ୟବହାର କରାଯାଏ
							
ಸಮಾನಾರ್ಥಕ : ଖବରବାହକ, ବାର୍ତ୍ତାବହନକାରୀ, ବାର୍ତ୍ତାବାହକ, ସନ୍ଦେଶ ବାହକ
ಇತರ ಭಾಷೆಗಳಿಗೆ ಅನುವಾದ :
संदेश पहुँचाने वाला।
कुछ स्थानों पर आज भी संदेशवाहक कबूतरों का उपयोग होता है।