ಅರ್ಥ : ନିଜର ଉଦ୍ଗମ ସ୍ଥାନରୁ ପ୍ରକଟ ହେବା
							ಉದಾಹರಣೆ : 
							ଗଂଙ୍ଗା ଗଂଙ୍ଗୋତ୍ରୀରୁ ବାହାରିଛି
							
ಸಮಾನಾರ್ಥಕ : ନିର୍ଗମ ହେବା, ପ୍ରାଦୂର୍ଭୂତ ହେବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଦାନା ବା ଘାଆ ରୂପରେ ଶରୀରରେ ଉତ୍ପନ୍ନ ହେବା
							ಉದಾಹರಣೆ : 
							ଗରମ ଦିନରେ ଶୁଭମ ଦେହରେ ଘିମିରି ଉଠେ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଅକ୍ଳେଶରେ ଉଚ୍ଚାରିତ ହେବା
							ಉದಾಹರಣೆ : 
							ଗୁଳି ବାଜିବାକ୍ଷଣି ଗାନ୍ଧିଜୀଙ୍କ ମୁହଁରୁ ହେ ରାମ ବାହାରିଲା  ସାପକୁ ଦେଖି ପିଲାଟି ମୁହଁରୁ ଚିତ୍କାର ବାହାରିଲା
							
ಇತರ ಭಾಷೆಗಳಿಗೆ ಅನುವಾದ :
अनायास उच्चरित होना।
गोली लगते ही गाँधीजी के मुख से हे राम निकला।ಅರ್ಥ : ପ୍ରଚଳିତ ବା ଲାଗୁହେବା
							ಉದಾಹರಣೆ : 
							ଏଠି ପ୍ରତିଦିନ ନୂଆନୂଆ ଫେସନ୍ର ପୋଷାକ ବାହାରୁଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ରସ ବାହାରିବା
							ಉದಾಹರಣೆ : 
							ତା ଘାଆରୁ ରକ୍ତମିଶା ପାଣି ଝରୁଛି
							
ಸಮಾನಾರ್ಥಕ : ଗଳିବା, ଝରିବା, ସ୍ରାବ ହେବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ପୁସ୍ତକଆଦି ଛପା ହୋଇ ଆସିବା
							ಉದಾಹರಣೆ : 
							ତାଙ୍କର ଏକ ନୂଆ କବିତା ପୁସ୍ତକ ପ୍ରକାଶିତ ହୋଇଛି
							
ಸಮಾನಾರ್ಥಕ : ପ୍ରକାଶିତ ହେବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଅନବରତ ରସ ସ୍ୱରୂପ ବାହାରିବା
							ಉದಾಹರಣೆ : 
							ତାଙ୍କର ବଥରୁ ପୂଜ ବୋହୁଛି
							
ಸಮಾನಾರ್ಥಕ : ବୋହିବା
ಇತರ ಭಾಷೆಗಳಿಗೆ ಅನುವಾದ :