ಅರ್ಥ : ଯାହାର ବୁଦ୍ଧି ଓ ବିଚାର ଖୁବ୍ ପ୍ରଖର
							ಉದಾಹರಣೆ : 
							ବୁଦ୍ଧିମାନଲୋକଙ୍କ ସାଙ୍ଗରେ ରହିଲେ ତୁମେ ବି ବୁଦ୍ଧିମାନ ହୋଇଯିବ
							
ಸಮಾನಾರ್ಥಕ : ଚତୁର ବ୍ୟକ୍ତି, ଧୀମାନ୍, ବୁଦ୍ଧିମାନ ବ୍ୟକ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
वह जिसमें बहुत बुद्धि या समझ हो।
बुद्धिमानों की संगति में रहते-रहते तुम भी बुद्धिमान हो जाओगे।ಅರ್ಥ : ଯାହାଙ୍କ ପାଖରେ ଭଲଭାବରେ ବିଚାର କରିବା ଶକ୍ତି ଥାଏ
							ಉದಾಹರಣೆ : 
							ବିଚାରବନ୍ତ ବ୍ୟକ୍ତି ସହଜରେ ନିର୍ଣ୍ଣୟ ନେଇପାରନ୍ତି
							
ಸಮಾನಾರ್ಥಕ : ବିଚାରଶୀଳ ବ୍ୟକ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
वह जिसमें अच्छी तरह विचार करने की शक्ति हो।
विचारशील को निर्णय लेने में आसानी होती है।