ಅರ್ಥ : ଅଲଗା ହେବାର ପ୍ରକ୍ରିୟା, ଅବସ୍ଥା ବା ଭାବ
							ಉದಾಹರಣೆ : 
							ବିବାହ ପରେ ପରେ ହିଁ ତାଙ୍କୁ ବିଚ୍ଛେଦ ଦୁଃଖ ସହିବାକୁ ପଡ଼ିଲା
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ପ୍ରିୟ ବ୍ୟକ୍ତି ସହିତ ମିଳନ ନହେବା କାରଣରୁ ଉତ୍ପନ୍ନ ହେଉଥିବା ଭାବ
							ಉದಾಹರಣೆ : 
							ସୁରଦାସଙ୍କ ରଚିତ ରାଧାଙ୍କ ବିରହ ବର୍ଣ୍ଣନା ବହୁତ ମାର୍ମିକ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ମଝିରେ କୌଣସି ପ୍ରକାର ବିଚ୍ଛିନ୍ନ ହେବାର କ୍ରିୟା ଅବା ବିଶୃଙ୍ଖଳ ହେବାର ଅବସ୍ଥା ବା ଭାବ
							ಉದಾಹರಣೆ : 
							ବିଶୃଙ୍ଖଳତାରୁ ଦୂରେଇ ରହିବା ପାଇଁ ପ୍ରଚେଷ୍ଟା
							
ಸಮಾನಾರ್ಥಕ : ବିଶୃଙ୍ଖଳତା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କାଟି ଅବା ଛେଦକରି ଅଲଗା କରିବାର କାର୍ଯ୍ୟ
							ಉದಾಹರಣೆ : 
							ରୋଗର ପ୍ରକୋପରୁ ରକ୍ଷା ପାଇବାପାଇଁ ମୂଳଉତ୍ପାଟନ ଆବଶ୍ୟକ
							
ಸಮಾನಾರ್ಥಕ : ଅଲଗା, ବିଚ୍ଛିନ୍ନ, ମୂଳଉତ୍ପାଟନ
ಇತರ ಭಾಷೆಗಳಿಗೆ ಅನುವಾದ :