ಅರ್ಥ : ଚାରିଆଡ଼କୁ ବିଞ୍ଚିବା
							ಉದಾಹರಣೆ : 
							କୃଷକ ଜମିରେ ମଞ୍ଜି ବିଞ୍ଚୁଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ହାତ ବା ଯନ୍ତ୍ରରେ କିଛି ସୂତା ତଳ ଉପର କରି କୌଣସି ବସ୍ତୁ ତିଆରି କରିବା
							ಉದಾಹರಣೆ : 
							ସୀତା ତା ପିଲାପାଇଁ ଗୋଟିଏ ସୋଏଟର ବୁଣୁଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
हाथ या यंत्रों से कुछ सूतों को ऊपर और कुछ को नीचे से निकालकर कोई चीज़ बनाना।
सीता अपने बच्चे के लिए एक स्वेटर बुन रही है।ಅರ್ಥ : ଫସଲ ଉପୁଜାଇବାପାଇଁ ଖେତରେ ମଞ୍ଜି ଛାଟିବା ବା ଫିଙ୍ଗିବା
							ಉದಾಹರಣೆ : 
							କୃଷକଟି ଖେତରେ ଧାନ ବୁଣୁଛି
							
ಸಮಾನಾರ್ಥಕ : ବପନ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
उपजाने के लिए खेत में बीज छिड़कना या बिखेरना।
किसान खेत में गेहूँ बो रहा है।ಅರ್ಥ : ଏପାଖ ସେପାଖ ଖେଳେଇବା
							ಉದಾಹರಣೆ : 
							ଶିକାରୀ ଗଛ ତଳେ ଦାନା ବୁଣିଲେ
							
ಸಮಾನಾರ್ಥಕ : ଖେଳେଇବା, ଛିଞ୍ଚିବା, ବିକୀର୍ଣ୍ଣ କରିବା
ಅರ್ಥ : କୌଣସି କଥାର ସୂତ୍ରପାତ କରିବା
							ಉದಾಹರಣೆ : 
							ଛାଡ଼ପତ୍ର ଦେଇଥିବା ମହିଳା ନିଜ ପିଲା ମନରେ ସେମାନଙ୍କର ବାପ ପ୍ରତି ଘୃଣାର ବୀଜ ବୁଣିଲା
							
ಇತರ ಭಾಷೆಗಳಿಗೆ ಅನುವಾದ :
किसी बात का सूत्रपात करना।
तलाक़शुदा औरत ने अपने बच्चे के मन में उसके पिता के प्रति घृणा के बीज बोए।