ಅರ್ಥ : ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରୁ ଯେଉଁଟି ଭାରତର ଝାଡଖଣ୍ଡ ରାଜ୍ୟରେ ଅବସ୍ଥିତ
							ಉದಾಹರಣೆ : 
							ଶ୍ରାବଣ ମାସରେ ଦୂରଦୂରାନ୍ତରୁ କାଉଡ଼ିଆମାନେ ଆସନ୍ତି ଓ ବୈଦ୍ୟନାଥଙ୍କ ଉପରେ ପାଣି ଢାଳନ୍ତି
							
ಸಮಾನಾರ್ಥಕ : ବାବା ବୈଦ୍ୟନାଥ
ಇತರ ಭಾಷೆಗಳಿಗೆ ಅನುವಾದ :
बारह ज्योतिर्लिंगों में से एक जो भारत के झारखंड राज्य में स्थित है।
सावन के महीने में दूर-दूर से काँवरिया आते हैं और वैद्यनाथ पर जल चढ़ाते हैं।