ಅರ್ಥ : ଭଲ କାମ କରିବା ଢଙ୍ଗ
							ಉದಾಹರಣೆ : 
							ତାକୁ କୌଣସି କାମର ବ୍ୟବହାର ଜଣାନାହିଁ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ସାମାଜିକ ସମ୍ବନ୍ଧ ଅନୁସାରେ ଅନ୍ୟ ସହିତ କରାଯାଉଥିବା ଆଚରଣ
							ಉದಾಹರಣೆ : 
							ତା’ର ବ୍ୟବହାର ଭଲ ନୁହେଁ
							
ಸಮಾನಾರ್ಥಕ : ଆଚରଣ, ଆଚାର, ଚାଲିଚଳନ, ବାଗ, ରଙ୍ଗଢଙ୍ଗ
ಇತರ ಭಾಷೆಗಳಿಗೆ ಅನುವಾದ :
सामाजिक संबंधों में औरों के साथ किया जाने वाला आचरण।
उसका व्यवहार अच्छा नहीं है।ಅರ್ಥ : କୌଣସି ବସ୍ତୁକୁ ଉପଯୋଗୀ କରାଯିବା କାର୍ଯ୍ୟ ବା ଭାବ
							ಉದಾಹರಣೆ : 
							ଯେଉଁ ଉପଦେଶ ଦେଉଛି ତାକୁ କାମରେ ଲଗାଅ
							
ಸಮಾನಾರ್ಥಕ : ଉପଯୋଗ, କାମ, ପ୍ରୟୋଗ, ବିନିଯୋଗ
ಇತರ ಭಾಷೆಗಳಿಗೆ ಅನುವಾದ :
The act of using.
He warned against the use of narcotic drugs.