ಅರ್ಥ : କୌଣସି ସାଧାରଣ କଥାକୁ ବହୁତ ବଡ଼କରିବା ଅବା କଳି-ତକରାଳର ରୂପଦେବା
							ಉದಾಹರಣೆ : 
							ଆପଣ କଥାକୁ ବଢ଼ାଇଦେଇ ଆମ ଭିତରେ ଝଗଡ଼ା ଲଗାଇଦେଲେ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି କାମ ପ୍ରତି ମନ ବଢ଼ାଇବା ବାଲା କଥା, କାମ ଇତ୍ୟାଦି
							ಉದಾಹರಣೆ : 
							ତୁମର ଟେକିବା ଯୋଗୁଁ ହିଁ ଛୁଆମାନେ ଖରାପ ହେଉଛନ୍ତି  ତାକୁ ବେଶି ବଢ଼ାଇବାକୁ ଦିଅନ୍ତୁ ନାହିଁ
							
ಸಮಾನಾರ್ಥಕ : ଟେକିବା
ಅರ್ಥ : ବାନ୍ଧିକରି ଓ କଟାକଟି କରି ଏକ ବିଶେଷ ଢଙ୍ଗରେ ବଢ଼ିବାପାଇଁ ପ୍ରବୃତ୍ତ କରିବା
							ಉದಾಹರಣೆ : 
							କୃଷକ ପାନ ଲତାଗୁଡ଼ିକ ଅନୁବର୍ଦ୍ଧନ କରୁଛି
							
ಸಮಾನಾರ್ಥಕ : ଅନୁବର୍ଦ୍ଧନ କରିବା, ଦାୟିତ୍ୱନେବା, ବର୍ଦ୍ଧିତ କରାଇବା, ରକ୍ଷଣାବେକ୍ଷଣ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
* बाँधकर और कटाई-छँटाई करके एक विशेष तरीके से बढ़ने में प्रवृत्त करना।
किसान पान की लताओं का अनुवर्धन कर रहा है।ಅರ್ಥ : ଲମ୍ବରେ ବିସ୍ତାର କରିବା
							ಉದಾಹರಣೆ : 
							ସେ ସିଲାଇ ଖୋଲି ତାଙ୍କ କୁର୍ତ୍ତାକୁ ବଢ଼େଇଲେ
							
ಸಮಾನಾರ್ಥಕ : ଲମ୍ବାକରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଅଧିକ ପ୍ରବଳ ବା ତୀବ୍ର କରିବ
							ಉದಾಹರಣೆ : 
							ପଙ୍ଖାର ଗତିକୁ ଆଉ ଟିକିଏ ବଢ଼ାଇଦିଅ
							
ಸಮಾನಾರ್ಥಕ : ତୀବ୍ର କରିବ
ಇತರ ಭಾಷೆಗಳಿಗೆ ಅನುವಾದ :
अधिक प्रबल या तीव्र करना।
बहुत गर्मी है, जरा पंखा बढ़ा दीजिए।ಅರ್ಥ : ପରିମାଣରେ ଅଧିକ କରିବା
							ಉದಾಹರಣೆ : 
							ସେ ଭୋଜନର ପରିମାଣ ବଢ଼ାଇଦେଇଛି
							
ಸಮಾನಾರ್ಥಕ : ଅଧିକ କରାଇବା, ବର୍ଦ୍ଧିତ କରାଇବା, ବୃଦ୍ଧି କରାଇବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ବଢ଼ାଇବା କାମ ଅନ୍ୟ କାହାଦ୍ୱାରା କରାଇବା
							ಉದಾಹರಣೆ : 
							ରହିମ ଠିକାଦାରକୁ କହି ତା ଘରେ ଏକ କୋଠରି ବଢ଼ାଇଲା
							
ಸಮಾನಾರ್ಥಕ : ପ୍ରସାରିତ କରାଇବା, ବର୍ଦ୍ଧିତ କରାଇବା, ବୃଦ୍ଧି କରାଇବା
ಇತರ ಭಾಷೆಗಳಿಗೆ ಅನುವಾದ :