ಅರ್ಥ : ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସମୟ ଯାହାର ଗଣନା ଦିନ,ମାସ, ବର୍ଷଆଦିଦ୍ୱାରା ହୋଇଥାଏ
							ಉದಾಹರಣೆ : 
							ମନୁଷ୍ୟର ହାରାହାରି ଆୟୁ ଷାଠିଏରୁ ସତୁରୀ ବର୍ଷ  ତାଙ୍କର ଜୀବନ ଅନ୍ୟର ମଙ୍ଗଳରେ ହିଁ ବିତିଗଲା
							
ಸಮಾನಾರ್ಥಕ : ଆୟୁ, ଆୟୁ କାଳ, ଇହକାଳ, ଜୀବନ, ଜୀବନକାଳ
ಇತರ ಭಾಷೆಗಳಿಗೆ ಅನುವಾದ :
जन्म से मृत्यु तक का समय जिसकी गणना दिनों, महीनों, वर्षों आदि में होती है।
मनुष्य की औसत आयु साठ से सत्तर वर्ष के बीच होती है।ಅರ್ಥ : ଜନ୍ମରୁ ଆରମ୍ଭ କରି ଏପର୍ଯ୍ୟନ୍ତ ଜୀବନ କାଳ ବା ବିତି ଯାଇଥିବା ଜୀବନ କାଳ
							ಉದಾಹರಣೆ : 
							ଶ୍ୟାମ ମୋଠାରୁ ବୟସରେ ଦୁଇ ବର୍ଷ ବଡ଼  ଏହି ପ୍ରତିଯୋଗିତାରେ ଦଶ ବର୍ଷରୁ କମ ବୟସର ପିଲାଭାଗ ନେଇପାରିବେ ନାହିଁ
							
ಇತರ ಭಾಷೆಗಳಿಗೆ ಅನುವಾದ :