ಅರ್ಥ : ଗୋଟିଏ ଗଛର ଛୋଟ ପତ୍ର ଯାହାକୁ ସେବନ କଲେ ନିଶା ହୋଇଥାଏ
							ಉದಾಹರಣೆ : 
							ହୋଲି ଦିନ ମୁଁ ଭାଙ୍ଗ ମିଶା ସରବତ ପିଇ ଦେଇଥିଲି
							
ಇತರ ಭಾಷೆಗಳಿಗೆ ಅನುವಾದ :
A preparation of the leaves and flowers of the hemp plant. Much used in India.
bhangಅರ್ಥ : କୌଣସି ବସ୍ତୁ ମୋଡ଼ିହେବା ବା ଲୋଚାହେବାପରେ ଯେଉଁ ଗଢ଼ଣ ହୁଏ
							ಉದಾಹರಣೆ : 
							ପୋଷାକର କୁଞ୍ଚନକୁ ଇସ୍ତ୍ରୀକରି ଦୂର କରାଯାଏ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେଉଁ ଛୋଟଗଛର ପତ୍ରକୁ ଲୋକେ ବାଟି ନିଶା ନିମନ୍ତେ ପିଅନ୍ତି
							ಉದಾಹರಣೆ : 
							ସେ ଲୁଚିଛପି ଭାଙ୍ଗ ଖେତ କରେ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କନା, କାଗଜ ଆଦିରେ ପକାଯାଉଥିବା ଭାଙ୍ଗ
							ಉದಾಹರಣೆ : 
							ଜେଜେ ତାଙ୍କ ଧୋତିରେ କୁଞ୍ଚ ପକାଇ ପିନ୍ଧୁଛନ୍ତି
							
ಸಮಾನಾರ್ಥಕ : କୁଞ୍ଚ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଶରୀରର ଚମଡ଼ା ଉପରେ ହେଉଥିବା ସଙ୍କୋଚନ
							ಉದಾಹರಣೆ : 
							ବୟସ ବଢିବା ସଙ୍ଗେ ସଙ୍ଗେ ଚେହେରା ଉପରେ  ଭାଙ୍ଗ ଆସିଯାଏ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କପଡ଼ା,କାଗଜ ଆଦିରେ ଭାଙ୍ଗ ପକାଇବା
							ಉದಾಹರಣೆ : 
							ଦରଜି ଫ୍ରକରେ ଘେର ତିଆରି କରିବାପାଇଁ କପଡାରେ ଦାଗ ପକାଉଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
कपड़े,काग़ज़ आदि में सिकुड़न डालना।
दर्ज़ी फ्राक में घेर बनाने के लिए कपड़े में चुनट डाल रहा है।