ಅರ್ಥ : କୌଣସି ବସ୍ତୁର କିଛି ଅଂଶ ଖଣ୍ଡିତ, ଭଗ୍ନ, ବା ଅଚଳ କରିବା
							ಉದಾಹರಣೆ : 
							ବାଡ଼ିରେ ବାଡ଼େଇ ବାଡ଼େଇ ଗାଇଆଳ ଗାଇର ଗୋଡ଼ ଭାଙ୍ଗି ଦେଲା ବେଶି ବଦମାସି କଲେ ତମର ମୁଣ୍ଡ ଫଟେଇଦେବୁ
							
ಸಮಾನಾರ್ಥಕ : ଫଟେଇବା, ଭଗ୍ନ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଟଙ୍କାପଇସାଆଦି ବଦଳାଇବା
							ಉದಾಹರಣೆ : 
							ଫଳବାଲା ପାଖରେ ପାଞ୍ଚଶହ ଟଙ୍କିଆ ନୋଟର ଖୁଚୁରା ନଥିଲା ଭାଙ୍ଗିଲାନାହିଁ
							
ಸಮಾನಾರ್ಥಕ : ଖୁଚୁରାନଥିବା, ବଦଳାଇବା, ଭଙ୍ଗାଇବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କାନ୍ଥ, ଘର ଆଦିକୁ ଭାଙ୍ଗି ଖସେଇବା
							ಉದಾಹರಣೆ : 
							ସୋହନ ନୂଆଘର ତିଆରି କରିବାପାଇଁ ପୁରୁଣା ଘରକୁ ଭାଙ୍ଗୁଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଶରୀରର ଗଣ୍ଠି ବା ଉଦ୍ବେଗ ଯୋଗୁଁ ପୀଡ଼ା ଜାତ ହେବା(ବିଶେଷକରି ହାଡ଼ ଓ ଖଞ୍ଜାରେ )
							ಉದಾಹರಣೆ : 
							ସର୍ଦ୍ଦି-ଥଣ୍ଡା, ଜରଆଦିରେ ଶରୀର ଦୁର୍ବଳହୁଏ
							
ಸಮಾನಾರ್ಥಕ : ଦୁର୍ବଳ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଟଙ୍କା,ନୋଟ ଆଦିକୁ ଛୋଟ ମୁଦ୍ରା ବା ଟଙ୍କାରେ ପରିଣତ କରିବା
							ಉದಾಹರಣೆ : 
							ହଜାର ଟଙ୍କିଆ ନୋଟଟି କେଉଁଠି ଭାଙ୍ଗିଲାନାହିଁ
							
ಸಮಾನಾರ್ಥಕ : ଖୁଚୁରାହେବା, ରେଜାହେବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଏକାଥରକେ ଅନେକ ପରିମାଣରେ ଆସିବା
							ಉದಾಹರಣೆ : 
							ମହୁମାଛିମାନେ ଭାଙ୍ଗିଲେ ଆଉ ଲୋକମାନଙ୍କୁ ବିନ୍ଧିବାକୁ ଲାଗିଲେ  ସିନେମାଘର ବାହାରେ ଭିଡ଼ ଭାଙ୍ଗୁଛି
							
ಸಮಾನಾರ್ಥಕ : ଉଛୁଳି ପଡ଼ିବା
ಇತರ ಭಾಷೆಗಳಿಗೆ ಅನುವಾದ :