ಅರ್ಥ : କୌଣସି ମାଙ୍ଗଳିକ କାର୍ଯ୍ୟରେ ବନ୍ଧୁବାନ୍ଧବ ଏବଂ ସାହିପଡ଼ିଶାଙ୍କୁ ଭୋଜିଭାତ ଖୁଆଇବା ବ୍ୟବସ୍ଥା
							ಉದಾಹರಣೆ : 
							ସେ ଆଜି ସମସ୍ତଙ୍କୁ ପ୍ରୀତିଭୋଜନ ପାଇଁ ନିମନ୍ତ୍ରଣ କରିଛନ୍ତି
							
ಸಮಾನಾರ್ಥಕ : ପ୍ରୀତିଭୋଜନ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଏକାଧିକଲୋକ ଏକାଠି ବସି ଭୋଜନ କରୁଥିବା କ୍ରିୟା
							ಉದಾಹರಣೆ : 
							ଆଜି ରାମ ଘରେ ଭୋଜି ଅଛି
							
ಸಮಾನಾರ್ಥಕ : ପଂକ୍ତିଭୋଜନ, ପଙ୍ଗତ, ଭୋଜିଭାତ
ಇತರ ಭಾಷೆಗಳಿಗೆ ಅನುವಾದ :