ಅರ್ಥ : ମାନିବା କାମ ଅନ୍ୟଦ୍ୱାରା କରାଇବା
							ಉದಾಹರಣೆ : 
							ରୁଷିଥିବା ପୁଅକୁ ମାଆ ତାହାର ସାଙ୍ଗଦ୍ୱାରା ମନାଇଲେ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଅନ୍ୟକୁ ମାନିବା ନିମନ୍ତେ ପ୍ରଭାବିତ କରିବା
							ಉದಾಹರಣೆ : 
							କୌଣସି ପ୍ରକାରେ ମୁଁ ତାକୁ ମୋ ସହିତ ଆସିବାପାଇଁ ମନାଇଲି
							
ಸಮಾನಾರ್ಥಕ : ମନେଇବା, ରାଜି କରାଇବା, ସ୍ୱୀକୃତ କରାଇବ
ಅರ್ಥ : ରାଗି ଥିବା ବ୍ୟକ୍ତିକୁ ପ୍ରସନ୍ନ କରିବା
							ಉದಾಹರಣೆ : 
							ମାଆ ଛୁଆକୁ ମନାଉଛନ୍ତି
							
ಸಮಾನಾರ್ಥಕ : ପ୍ରସନ୍ନ କରେଇବା
ಇತರ ಭಾಷೆಗಳಿಗೆ ಅನುವಾದ :
रूठे हुए को प्रसन्न करना।
माँ अपने बच्चे को मना रही है।ಅರ್ಥ : ରାଜି କରାଇବା
							ಉದಾಹರಣೆ : 
							ମୁଁ ଏହି କାର୍ଯ୍ୟ କରିବା ପାଇଁ ସୋହନକୁ ରାଜି କରେଇଲି
							
ಸಮಾನಾರ್ಥಕ : ପଟାଇବା, ରାଜି କରେଇବା
ಇತರ ಭಾಷೆಗಳಿಗೆ ಅನುವಾದ :
कोई कही हुई बात को मानने के लिए तैयार करना।
मैंने यह काम करने के लिए सोहन को मना लिया।