ಅರ್ಥ : କୌଣସି ବସ୍ତୁଆଦିକୁ ନଷ୍ଟକରିବାର କ୍ରିୟା
							ಉದಾಹರಣೆ : 
							ପରମେଶ୍ୱର  ଶତ୍ରୁମାନଙ୍କୁ ମର୍ଦ୍ଦନ କରିବାପାଇଁ ଜନ୍ମ ନେଇଥାନ୍ତି
							
ಸಮಾನಾರ್ಥಕ : ନଷ୍ଟୀକରଣ
ಇತರ ಭಾಷೆಗಳಿಗೆ ಅನುವಾದ :
The termination of something by causing so much damage to it that it cannot be repaired or no longer exists.
destruction, devastationಅರ್ಥ : ଭଲ ଭାବରେ ମକଚିବା, ପେଶିବା, ବା ରଗଡିବା ଆଦି କ୍ରିୟା ବା ଭାବ
							ಉದಾಹರಣೆ : 
							ଶରୀର ମର୍ଦ୍ଦନ ପଶ୍ଚାତ ସେ ଗାଧୋଇବାକୁ ଚାଲିଗଲା
							
ಇತರ ಭಾಷೆಗಳಿಗೆ ಅನುವಾದ :
अच्छी तरह से मसलने, पीसने या रगड़ने आदि की क्रिया या भाव।
शरीर के आमर्दन के पश्चात वह स्नान करने चला गया।ಅರ್ಥ : ହାତରେ କିଛି ବସ୍ତୁକୁ ଦଳିବା କ୍ରିୟା
							ಉದಾಹರಣೆ : 
							ପହିଲିମାନ ନିଜ ଶରୀରର ମର୍ଦ୍ଦନ ପରେ ହିଁ ଆଖଡାରେ ଓହ୍ଲାଏ
							
ಇತರ ಭಾಷೆಗಳಿಗೆ ಅನುವಾದ :
Kneading and rubbing parts of the body to increase circulation and promote relaxation.
massage