ಅರ್ಥ : ତଉଲ ବା ଓଜନ କରିବା କ୍ରିୟା
							ಉದಾಹರಣೆ : 
							ଓଜନ ମାପିବାପାଇଁ ଷ୍ଟେସନରେ ମେସିନ୍ ଅଛି
							
ಸಮಾನಾರ್ಥಕ : ଉତ୍ତୋଳନ କରିବା, ତଉଲିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ମାପିବା କ୍ରିୟା
							ಉದಾಹರಣೆ : 
							ଲେଖପାଳ ଜମି ମାପିବା ପରେ କାର୍ଯ୍ୟାଳୟକୁ ଗଲେ
							
ಅರ್ಥ : କୌଣସି ବସ୍ତୁ, କାର୍ଯ୍ୟ ଆଦିର ବିସ୍ତୃତି, ଘନତ୍ୱ ଇତ୍ୟାଦିର ମାନ ବା ପରିମାଣ ନିର୍ଣ୍ଣୟ କରିବା
							ಉದಾಹರಣೆ : 
							ସେ ମିଟରରେ କନା ମାପୁଛନ୍ତି
							
ಸಮಾನಾರ್ಥಕ : ମାନ ନିର୍ଣ୍ଣୟ କରିବା, ମାନ ନିର୍ଦ୍ଧାରଣ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
Determine the measurements of something or somebody, take measurements of.
Measure the length of the wall.ಅರ್ಥ : କୌଣସି ବସ୍ତୁର ଓଜନ ଜାଣିବାପାଇଁ ତାକୁ ନିକିତିରେ ରଖିବା
							ಉದಾಹರಣೆ : 
							ଦୋକାନୀ ଶସ୍ୟ ମାପୁଛି
							
ಇತರ ಭಾಷೆಗಳಿಗೆ ಅನುವಾದ :