ಅರ್ಥ : ଇଂରେଜ ଶାସନ କାଳରେ ଯେ ଜମିର ମାଲିକ ହୋଇଥିଲେ ଏବଂ ତାହାକୁ ଖଜଣା ନେଇ କୃଷକମାନଙ୍କୁ ଚାଷ କରିବା ନିମନ୍ତେ ଦେଉଥିଲେ
							ಉದಾಹರಣೆ : 
							ଜମିଦାର କୃଷକମାନଙ୍କ ସହିତ କ୍ରୂର ବ୍ୟବହାର କରୁଥିଲେ
							
ಇತರ ಭಾಷೆಗಳಿಗೆ ಅನುವಾದ :
A landowner who leases to others.
landlordಅರ್ಥ : ଦରମା ବା ମଜୁରି ଭିତ୍ତିରେ କାହାକୁ ନିଜ କାର୍ଯ୍ୟାଳୟ ବା କାରଖାନାରେ କାମ ଦେବାବାଲା ବ୍ୟକ୍ତି
							ಉದಾಹರಣೆ : 
							ମାଲିକ କର୍ମଚାରୀମାନଙ୍କ ଦାବି ପୂରଣ କରିବା ପାଇଁ ମନା କରିଦେଲେ
							
ಸಮಾನಾರ್ಥಕ : ନିୟୋଜକ
ಇತರ ಭಾಷೆಗಳಿಗೆ ಅನುವಾದ :
(law) someone who owns (is legal possessor of) a business.
He is the owner of a chain of restaurants.