ಅರ್ಥ : କୌଣସି କାମଆଦିକୁ କରିବାପାଇଁ କାହାକୁ ସାଙ୍ଗ କରିବା ବା କୌଣସି କାମ, ଦଳଆଦିରେ ମିଶିବା
							ಉದಾಹರಣೆ : 
							ଏହି ଦଳରେ ରାମ ମୋତେ ମଧ୍ୟ ସାମିଲ କରିଛି  ଏହି କାମରେ ଭଲ ଲୋକମାନଙ୍କୁ ସାମିଲ କରନ୍ତୁ
							
ಸಮಾನಾರ್ಥಕ : ସମ୍ମିଳିତ କରିବା, ସାମିଲ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी कार्य आदि को करने के लिए साथ करना या किसी काम, दल आदि में रखना।
इस कार्य में अच्छे लोगों को शामिल कीजिए।ಅರ್ಥ : ନିଜ ପକ୍ଷରେ କରିବା
							ಉದಾಹರಣೆ : 
							ଓକିଲ ବିରୋଧୀ ଦଳର ସାକ୍ଷୀକୁ ନିଜ ପକ୍ଷରେ ମିଶାଇ ଦେଲା
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ଦ୍ରବଣରେ କୌଣସି ବସ୍ତୁକୁ ହଲେଇକି ମିଶେଇବା
							ಉದಾಹರಣೆ : 
							ଆମେ ସରବତ୍ ତିଆରି କରିବାପାଇଁ ପାଣିରେ ଚିନି ଗୋଳାଉ
							
ಸಮಾನಾರ್ಥಕ : ଗୋଳାଇବା, ମିଶ୍ରଣ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी द्रव पदार्थ में कोई वस्तु हिलाकर मिलाना।
हम शरबत बनाने के लिए पानी में शक्कर घोलते हैं।