ಅರ್ಥ : ଏକ ତିନିକୋଣିଆ,ଛୋଟ ଶିରୋଭୁଷଣ ଯାହା ବିବାହ ସମୟରେ କନ୍ୟା ମୁଣ୍ଡରେ ବନ୍ଧାଯାଏ
							ಉದಾಹರಣೆ : 
							ବିବାହ ମଣ୍ଡପରେ ବସିଥିବା କନ୍ୟାର  ମୁଣ୍ଡରେ ମୁକୁଟ ଶୋଭା ପାଉଥିଲା
							
ಸಮಾನಾರ್ಥಕ : ଟୋପର
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଦେବତା ଓ ରାଜା ଆଦିଙ୍କ ମୁଣ୍ଡ ଉପରେ ଶୋଭାପାଉଥିବା ଏକ ଶିରୋଭୂଷଣ
							ಉದಾಹರಣೆ : 
							ରାଜାଙ୍କ ମୁଣ୍ଡରେ ମୁକୁଟ ଶୁଶୋଭିତ ହେଉଛି
							
ಇತರ ಭಾಷೆಗಳಿಗೆ ಅನುವಾದ :