ಅರ್ಥ : ଆଙ୍ଗୁଠିଗୁଡ଼ିକୁ ଏକାଠି କରି ମୋଡ଼ି ପାପୁଲି ଉପରେ ଚାପି ରଖିବା ଫଳରେ ହେଉଥିବା ମୁଦ୍ରା ବା ରୂପ
							ಉದಾಹರಣೆ : 
							ପିଲାଟି ଟଙ୍କାକୁ ନିଜ ମୁଠାରେ ବନ୍ଦ କରି ଦେଲା
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେତିକି ବସ୍ତୁ ମୁଠାଭିତରେ ରହିପାରିବ
							ಉದಾಹರಣೆ : 
							ସେ ତିନି ଚାରି ମୁଠା ଚାଉଳ ବାହାରକରି ଭିକାରୀକୁ ଦେଲେ
							
ಸಮಾನಾರ್ಥಕ : ମୁଠି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଚାପିବା, କଷିବା ଆଦିର ଉପକରଣ
							ಉದಾಹರಣೆ : 
							ବହିବନ୍ଧାଳୀ ଚାପୁଆଣିରେ ଚାପି ବହିର ପୃଷ୍ଠା କାଟେ
							
ಸಮಾನಾರ್ಥಕ : ଚାପୁଆଣି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଧରିବାର କାର୍ଯ୍ୟ
							ಉದಾಹರಣೆ : 
							ତାର ମୁଠା ଢିଲା ହେବାରୁ ମାଛ ପାଣିକୁ ଡେଇଁ ପଡ଼ିଲା
							
ಇತರ ಭಾಷೆಗಳಿಗೆ ಅನುವಾದ :