ಅರ್ಥ : ଯାହା ରକ୍ତ ବର୍ଣ୍ଣର
							ಉದಾಹರಣೆ : 
							ରାମ ହାତରେ ନାଲି ରୁମାଲ ଥିଲା
							
ಸಮಾನಾರ್ಥಕ : ଅରୁଣ, ଅରୁଣାଭ, ରକ୍ତବର୍ଣ୍ଣ, ଲାଲ, ଲୋହିତ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଲାଲ କରାଯାଇଥିବା
							ಉದಾಹರಣೆ : 
							ରକ୍ତିମ ପୃଷ୍ଠଭୂମିରେ ଚିତ୍ର କରାଯାଇଛି
							
ಸಮಾನಾರ್ಥಕ : ଅରୁଣିତ, ରକ୍ତିମ, ଲାଲବର୍ଣ୍ଣଯୁକ୍ତ, ଲୋହିତ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଲହୁ ବା ରକ୍ତ ରଙ୍ଗର
							ಉದಾಹರಣೆ : 
							ସକାଳର ସୂର୍ଯ୍ୟ ଲୋହିତ ରଙ୍ଗର ହୋଇଥାଏ  ପ୍ରାତଃକାଳୀନ ରକ୍ତିମ ସୂର୍ଯ୍ୟଙ୍କ ଛିଟା ହିଁ ଅତୁଳନୀୟ
							
ಸಮಾನಾರ್ಥಕ : ରକ୍ତବର୍ଣ୍ଣ, ରକ୍ତିମ, ଲୋହିତ
ಇತರ ಭಾಷೆಗಳಿಗೆ ಅನುವಾದ :