ಅರ್ಥ : ରଙ୍ଗାଇବାର କାମ ବା ଭାବ
							ಉದಾಹರಣೆ : 
							ସେ କପଡ଼ା ରଙ୍ଗେଇବାପାଇଁ ରଙ୍ଗାଜୀବ ଦୋକାନକୁ ଯାଇଛି  ଗୋଟିଏ କୋଠରୀର ରଙ୍ଗେଇରେ ହିଁ ସବୁ ରଙ୍ଗ ଶେଷ ହୋଇଗଲା
							
ಇತರ ಭಾಷೆಗಳಿಗೆ ಅನುವಾದ :
The act of applying paint to a surface.
You can finish the job of painting faster with a roller than with a brush.ಅರ್ಥ : ରଙ୍ଗକରିବା କାମ ଅନ୍ୟ କାହାଦ୍ୱାରା କରାଇବା
							ಉದಾಹರಣೆ : 
							ମୁଁ ରଙ୍ଗାଜୀବଦ୍ୱାରା ଦୁଇମିଟର କନା ରଙ୍ଗାଇଲି
							
ಸಮಾನಾರ್ಥಕ : ରଙ୍ଗକରାଇବା, ରଙ୍ଗେଇବା, ରଞ୍ଜିତକରାଇବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଅନ୍ୟ କାହାଦ୍ୱାରା ରଙ୍ଗକରିବାକାମ କରାଇବା
							ಉದಾಹರಣೆ : 
							ସେ ତାଙ୍କ ଘରକୁ ଚାକରଙ୍କଦ୍ୱାରା ରଙ୍ଗାଇଲେ
							
ಸಮಾನಾರ್ಥಕ : ରଙ୍ଗକରାଇବା, ରଞ୍ଜାଇବା, ରଞ୍ଜିତ କରାଇବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଚିତ୍ର ଆଦିରେ ରଙ୍ଗ ଲଗାଇବା
							ಉದಾಹರಣೆ : 
							ଆମ୍ବକୁ ହଳଦିଆ ରଙ୍ଗରେ ରଙ୍ଗାଅ
							
ಸಮಾನಾರ್ಥಕ : ରଙ୍ଗକରିବା, ରଙ୍ଗଲଗାଇବା, ରଙ୍ଗେଇବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ବସ୍ତୁକୁ ଗୋଳାହୋଇଥିବା ରଙ୍ଗରେ ମଡ଼େଇ ବା ବୁଡ଼େଇ ରଙ୍ଗୀନ କରିବା
							ಉದಾಹರಣೆ : 
							ଜେଜେମା ଧୋତି ରଙ୍ଗାଉଛନ୍ତି
							
ಇತರ ಭಾಷೆಗಳಿಗೆ ಅನುವಾದ :