ಅರ್ಥ : ବସାଇବାର କ୍ରିୟା
							ಉದಾಹರಣೆ : 
							ଯନ୍ତ୍ରପାତିର ଅଂଶକୁ ବସାଇବାପାଇଁ କାରିଗରକୁ ଅସୁବିଧା ହେଉଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କାର୍ଯ୍ୟରେ ସଂଲଗ୍ନ କରିବା
							ಉದಾಹರಣೆ : 
							ଗୋଟିଏ ଏକର ବିଲ ଫସଲ କାଟିବା ନିମନ୍ତେ କୃଷକ ପାଞ୍ଚଜଣ ଲୋକଙ୍କୁ ଲଗାଇଲା
							
ಇತರ ಭಾಷೆಗಳಿಗೆ ಅನುವಾದ :
कार्य में संलग्न करना।
एक एकड़ खेत की फसल काटने के लिए किसान ने पाँच आदमियों को लगाया।ಅರ್ಥ : ବ୍ୟବସ୍ଥା ବା ପ୍ରବନ୍ଧ କରିବା ବା ପ୍ରକ୍ରିୟାକୁ ଆଣିବା
							ಉದಾಹರಣೆ : 
							ବାଜି ଲଗାନ୍ତୁ  ଘରକୁ ଫୋନ ଲଗାନ୍ତୁ
							
ಸಮಾನಾರ್ಥಕ : ଆୟୋଜନ କରିବା, ପ୍ରବନ୍ଧ କରିବା, ବନ୍ଦୋବସ୍ତ କରିବା, ବ୍ୟବସ୍ଥା କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ମେହେନ୍ଦୀ,ହଳଦି,ପାନ ଆଦି ଭଳି ରଙ୍ଗହେବା
							ಉದಾಹರಣೆ : 
							ସେ ହାତରେ ମେହେନ୍ଦୀ ଲଗାଇଛି
							
ಸಮಾನಾರ್ಥಕ : ଚିତ୍ରିତ କରିବା, ରଞ୍ଜେଇବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କାହା ଉପରେ ଦୋଷଆଦି ବଳପୁର୍ବକ ଲଦିଦେବା
							ಉದಾಹರಣೆ : 
							ସେ ତାର ଦୋଷ ମୋ ଉପରେ ଲଦିଦେଲା
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ନିବେଶ କରିବା
							ಉದಾಹರಣೆ : 
							ସେ ତାର ଅନେକ ଟଙ୍କା ଶେୟାରରେ ଲଗାଇଛି
							
ಸಮಾನಾರ್ಥಕ : ଖଟାଇବା, ନିବେଶ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଦୁଇଟି ବା କେତୋଟି ବସ୍ତୁର ଅଂଶକୁ ସିଲେଇକରି,ମିଳାଇ, ଲଗାଇ ବା ଅନ୍ୟ ଉପାୟଦ୍ୱାରା ଗୋଟିଏ କରିବା
							ಉದಾಹರಣೆ : 
							ବଢ଼େଇ ଟେବୁଲ୍ର ଭାଙ୍ଗିଯାଇଥିବା ଗୋଡ଼କୁ ଜୋଡ଼ୁଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ନିୟତ ଜାଗରେ ପହଞ୍ଚିବା
							ಉದಾಹರಣೆ : 
							ଡ୍ରାଇଭର ଗାଡ଼ିକୁ  ବସ ଷ୍ଟାଣ୍ଡ୍ରେ ଲଗାଇଲା
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କାହାକୁ ଆଘାତ ବା ବ୍ୟଥା ଦେବା
							ಉದಾಹರಣೆ : 
							ସେ ମୋତେ କଲମ ମୁନରେ ଆଘାତ କଲା
							
ಸಮಾನಾರ್ಥಕ : ଆଘାତ କରିବା, ଖେଞ୍ଚିବା, ଫୋଡ଼ିବା
ಇತರ ಭಾಷೆಗಳಿಗೆ ಅನುವಾದ :