ಅರ್ಥ : କର୍ଦମ ଋଷି ଏବଂ ଦେବହୂତିଙ୍କ ନଅ କନ୍ୟାଙ୍କମଧ୍ୟରୁ ସବୁଠୁ ସାନ
							ಉದಾಹರಣೆ : 
							ଅଥର୍ବ ଋଷିଙ୍କ ବିବାହ ଶାନ୍ତିଙ୍କ ସହିତ ହୋଇଥିଲା
							
ಸಮಾನಾರ್ಥಕ : ଶାଂତି
ಇತರ ಭಾಷೆಗಳಿಗೆ ಅನುವಾದ :
An imaginary being of myth or fable.
mythical beingಅರ್ಥ : ଯେଉଁ ମାନସିକ ଅବସ୍ଥାରେ କ୍ଷୋଭ, ଦୁଃଖଆଦି ଦୂର ହୁଏ ବା ମନ ଶାନ୍ତ ରହେ
							ಉದಾಹರಣೆ : 
							ଯୋଗ ହେଉଛି ଶାନ୍ତି ପ୍ରାପ୍ତିର ଏକ କାରଣ
							
ಸಮಾನಾರ್ಥಕ : ନିରୁଦବିଗ୍ନତା
ಇತರ ಭಾಷೆಗಳಿಗೆ ಅನುವಾದ :
The absence of mental stress or anxiety.
ataraxis, heartsease, peace, peace of mind, peacefulness, repose, serenityಅರ್ಥ : ଧ୍ୱନିହୀନ ବା ଶାନ୍ତ ହେବାର ଅବସ୍ଥା କିମ୍ବା ଭାବ
							ಉದಾಹರಣೆ : 
							ଅନ୍ଧାର ରାତିରେ ନୀରବତା ଛାଇ ହୋଇଥିଲା
							
ಸಮಾನಾರ್ಥಕ : କୋଳାହଳହୀନତା, ଧ୍ୱନିହୀନତା, ନିସ୍ତବ୍ଧତା, ନୀରବତା, ପ୍ରଶାନ୍ତତା, ଶବ୍ଦହୀନତା
ಇತರ ಭಾಷೆಗಳಿಗೆ ಅನುವಾದ :
ध्वनिहीन या शांत होने की अवस्था या भाव।
अंधेरी रात में निस्तब्धता छाई हुई थी।