ಅರ್ಥ : ଶାସ୍ତ୍ରର ଅର୍ଥ
							ಉದಾಹರಣೆ : 
							ବିନା ଗୁରୁରେ ଶାସ୍ତ୍ରାର୍ଥକୁ ବୁଝି ହୁଏନାହିଁ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ତାତ୍ତ୍ୱିକ ବାଦ-ବିବାଦ
							ಉದಾಹರಣೆ : 
							ଶାସ୍ତ୍ରାର୍ଥ ସମସ୍ତଙ୍କ ଶକ୍ତି ମଧ୍ୟରେ ନଥାଏ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଶାସ୍ତ୍ରର ଉପଯୁକ୍ତ ଅର୍ଥରେ ପହଞ୍ଚିବା ପାଇଁ ହେଉଥିବା ତର୍କ-ବିତର୍କ ବା ବିବାଦ
							ಉದಾಹರಣೆ : 
							ରାଜା ଜନକ ଶାସ୍ତ୍ରାର୍ଥ ପାଇଁ ଅନେକ ବିଦ୍ୱାନ,ଋଷିଙ୍କୁ ଆମନ୍ତ୍ରିତ  କରିଥିଲେ
							
ಇತರ ಭಾಷೆಗಳಿಗೆ ಅನುವಾದ :
वह तर्क-वितर्क या विवाद जो शास्त्र के सही अर्थ तक पहुँचने के लिए होता है।
राज जनक ने शास्त्रार्थ के लिए कई विद्वत् ऋषियों को आमंत्रित किया।