ಅರ್ಥ : ଯେଉଁଥିରେ ସ୍ନେହ ବା ପ୍ରେମ ନାହିଁ
							ಉದಾಹರಣೆ : 
							ତାର ଶୁଖିଲା ନିମନ୍ତ୍ରଣକୁ ମୁଁ ଅସ୍ୱୀକାର କଲି
							
ಸಮಾನಾರ್ಥಕ : ଆଦରବିହୀନ, ନୁଖୁରା, ପ୍ରେମଶୂନ୍ୟ, ସ୍ନେହ ରହିତ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେଉଁଥିରୁ ଜୀବନୀ ଶକ୍ତିର ସୂଚକ ସତେଜତା ଚାଲିଯାଇଛି
							ಉದಾಹರಣೆ : 
							ଶୁଖିଲା ଗଛ ଝଡ଼ରେ ଉପୁଡ଼ିଗଲା
							
ಸಮಾನಾರ್ಥಕ : ଶୁଷ୍କ
ಇತರ ಭಾಷೆಗಳಿಗೆ ಅನುವಾದ :