ಅರ್ಥ : ଦାଗ, ମଇଳା ଆଦି ସଫା କରିବା
							ಉದಾಹರಣೆ : 
							ମାଆ ଲୁଗାରେ ଲାଗିଥିବା ଦାଗ ଛଡ଼ାଉଛନ୍ତି
							
ಸಮಾನಾರ್ಥಕ : ଛଡ଼ାଇବା
ಇತರ ಭಾಷೆಗಳಿಗೆ ಅನುವಾದ :
Make clean by removing dirt, filth, or unwanted substances from.
Clean the stove!.ಅರ್ಥ : ପାଣି ବା କୌଣସି ତରଳ ପଦାର୍ଥ ସହାୟତାରେ କୌଣସି ବସ୍ତୁ ଉପରୁ ମଇଳା ଆଦି ଛଡ଼େଇବା
							ಉದಾಹರಣೆ : 
							ଶ୍ୟାମା ମହାତ୍ମାଙ୍କ ଗୋଡ଼ ଧୋଉଛି ସନ୍ଥଜୀ ହାତଗୋଡ଼ ଧୋଉଛନ୍ତିଏହି ଯନ୍ତ୍ରାଂଶକୁ କିରାସିନିରେ ଧୁଅ
							
ಸಮಾನಾರ್ಥಕ : ଧୋଇବା, ପରିଷ୍କାର କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ବାସନ, ଲୁଗାଆଦିକୁ ପାଣିରେ ଧୋଇବା
							ಉದಾಹರಣೆ : 
							ସେ ଲୁଗା ସଫାକଲା ଓ ଶୁଖିବାପାଇଁ ଖରାରେ ପକାଇଦେଲା
							
ಇತರ ಭಾಷೆಗಳಿಗೆ ಅನುವಾದ :