ಅರ್ಥ : ଯୋଗ ସାଧନର ଚରମାବସ୍ଥା
							ಉದಾಹರಣೆ : 
							ସନ୍ଥ ସମାଧିରେ ଲୀନ ହୋଇଛନ୍ତି
							
ಸಮಾನಾರ್ಥಕ : ଧ୍ୟାନାବସ୍ଥା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେଉଁ ସ୍ଥାନରେ କୌଣସି ପ୍ରସିଦ୍ଧ ବ୍ୟକ୍ତିଙ୍କ ମୃତ ଶରୀର ବା ଅସ୍ଥିଆଦି ପୋତା ହୋଇଥାଏ
							ಉದಾಹರಣೆ : 
							ରାଜଘାଟରେ ଗାନ୍ଧୀଜୀଙ୍କ ସମାଧି ଅଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
वह स्थान जहाँ किसी (विशेषकर प्रसिद्ध व्यक्ति) का मृत शरीर या अस्थियाँ आदि गाड़ी गई हों।
राजघाट में गाँधीजी की समाधि है।ಅರ್ಥ : ଶବ ଆଦିକୁ ମାଟିତଳେ ପୋତିବାର ପ୍ରକ୍ରିୟା
							ಉದಾಹರಣೆ : 
							ଅପରାଧୀ ଶବକୁ ଘର ଭିତରେ ହିଁ ସମାଧି ଦେଇଥିଲା
							
ಸಮಾನಾರ್ಥಕ : କବର
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଋଷି, ସନ୍ଥମାନଙ୍କର ସେହି ଅବସ୍ଥା ଯେଉଁଥିରେ ସେମାନଙ୍କ ସଜ୍ଞା ବା ଚେତନା ନଷ୍ଟ ହୋଇଯାଏ ଏବଂ ସେମାନେ ପ୍ରାଣ ତ୍ୟାଗ କରନ୍ତି
							ಉದಾಹರಣೆ : 
							ମହର୍ଷି ଦଧିଚି ଦେବତାଙ୍କ କଲ୍ୟାଣପାଇଁ ସମାଧି ନେଇଥିଲେ
							
ಇತರ ಭಾಷೆಗಳಿಗೆ ಅನುವಾದ :
ऋषियों, संतों आदि की वह अवस्था जिसमें उनकी संज्ञा या चेतना नष्ट हो जाती है और वे अपने प्राण का त्याग कर देते हैं।
महर्षि दधिचि ने देव कल्याण हेतु समाधि ले ली थी।