ಅರ್ಥ : କୌଣସି ପ୍ରକାରର ସଂପର୍କ
							ಉದಾಹರಣೆ : 
							ଏହି କାମସହିତ ରାମର କୌଣସି ସମ୍ବନ୍ଧ ନାହିଁ
							
ಇತರ ಭಾಷೆಗಳಿಗೆ ಅನುವಾದ :
A state of connectedness between people (especially an emotional connection).
He didn't want his wife to know of the relationship.ಅರ್ಥ : ମନୁଷ୍ୟର ସେହି ପାରସ୍ପରିକ ସମ୍ପର୍କ ଯାହା ସମାନ କୂଳରେ ଜନ୍ମନେବାଦ୍ୱାରା ବା ବିବାହଆଦି କରିବାଦ୍ୱାରା ହୋଇଥାଏ
							ಉದಾಹರಣೆ : 
							ମଧୁରିମା ସହିତ ଆପଣଙ୍କର କି ସମ୍ପର୍କ ?
							
ಸಮಾನಾರ್ಥಕ : ସମ୍ପର୍କ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଏକା ସହିତ ବାନ୍ଧିବା,ଯୋଡ଼ିବା ବା ମିଶାଇବାର ପ୍ରକ୍ରିୟା, ଅବସ୍ଥା ବା ଭାବ
							ಉದಾಹರಣೆ : 
							ବନ୍ୟା କାରଣରୁ ଗାଁର ଅନ୍ୟ ସ୍ଥାନସହିତ ସମ୍ପର୍କ ବିଚ୍ଛିନ୍ନ ହୋଇଯାଇଛି ପ୍ରେମଭାବ ହେତୁ ପାରସ୍ପରିକ ସମ୍ବନ୍ଧରେ ପ୍ରଗାଢ଼ତା ଆସେ
							
ಸಮಾನಾರ್ಥಕ : ସମ୍ପର୍କ
ಇತರ ಭಾಷೆಗಳಿಗೆ ಅನುವಾದ :
The state of being connected.
The connection between church and state is inescapable.ಅರ್ಥ : ସଂଗତ ହେବା ଅବସ୍ଥା ବା ଭାବ
							ಉದಾಹರಣೆ : 
							ପରିସ୍ଥିତିର ସଂଗତତା କାରଣରୁ ସେ ଜୀବନରେ ସଫଳ ହୋଇପାରିଲା
							
ಸಮಾನಾರ್ಥಕ : ଉପଯୁକ୍ତତା, ଯୌକ୍ତିକତା, ସଂଗତତା, ସଙ୍ଗତତା, ସାମଞ୍ଜସ୍ୟତା
ಇತರ ಭಾಷೆಗಳಿಗೆ ಅನುವಾದ :
Logical coherence and accordance with the facts.
A rambling argument that lacked any consistency.