ಅರ್ಥ : ଯେ ସାଂସାରିକ ବସ୍ତୁ ତଥା ସୁଖପ୍ରତି ଥିବା ରାଗ ବା ଆସକ୍ତି ପୂରାପୂରି ଛାଡ଼ିଦେଇଛନ୍ତି
							ಉದಾಹರಣೆ : 
							ରାମୁ ପ୍ରେମପୂର୍ଣ୍ଣ ଭାବରେ ସନ୍ୟାସୀମାନଙ୍କର ସେବା କରେ
							
ಸಮಾನಾರ್ಥಕ : ସନ୍ୟାସୀ
ಅರ್ಥ : ସ୍ୱାମୀ ବା ଅନ୍ନଦାତାଙ୍କ କାର୍ଯ୍ୟ ବା ସେବା ସଚ୍ଚୋଟତାର ସହ କରୁଥିବା ଲୋକ
							ಉದಾಹರಣೆ : 
							ସମସ୍ତ ଚାକର କୃତଜ୍ଞ ନୁହନ୍ତି
							
ಸಮಾನಾರ್ಥಕ : କୃତଜ୍ଞ, ସଚ୍ଚୋଟ, ସ୍ୱାମୀଭକ୍ତ
ಇತರ ಭಾಷೆಗಳಿಗೆ ಅನುವಾದ :
स्वामी या अन्नदाता का कार्य या सेवा ईमानदारी से करनेवाला।
सभी नौकर नमकहलाल नहीं होते।