ಅರ್ಥ : ଯେଉଁ ଝିଅର ଆଣ୍ଠୁ ଚାଲିବା ସମୟରେ ପରସ୍ପର ସହିତ ବାଜେ ଏବଂ ଏହି କାରଣରୁ ସେ ବିବାହର ଅଯୋଗ୍ୟ ବୋଲି କୁହାଯାଇଛି
							ಉದಾಹರಣೆ : 
							ରମେଶ ସିଂହିକା ସହିତ ବିବାହ କରିବାକୁ ଚାହୁଁଛି କିନ୍ତୁ ତାର ଘରଲୋକ ମାନୁନାହାଁନ୍ତି
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ସମୁଦ୍ରରେ ରହୁଥିବା ଯେଉଁ ରାକ୍ଷସୀ ଆକାଶରେ ଉଡ଼ୁଥିବା ପ୍ରାଣୀମାନଙ୍କୁ ସେମାନଙ୍କ ଛାୟାଦ୍ୱାରା ଧରି ଖାଇଯାଉଥିଲା
							ಉದಾಹರಣೆ : 
							ହନୁମାନ ସିଂହିକାକୁ ମାରିଥିଲେ
							
ಸಮಾನಾರ್ಥಕ : ଛାୟା-ଗ୍ରାହିଣୀ
ಇತರ ಭಾಷೆಗಳಿಗೆ ಅನುವಾದ :
समुद्र में रहनेवाली एक राक्षसी जो आकाश में उड़नेवालों को उनकी छाया के द्वारा पकड़कर खा जाती थी।
सिंहिका को हनुमानजी ने मारा था।