ಅರ್ಥ : ଯାହାର ଉତ୍ପତ୍ତି ହୋଇଛି ବା ଯାହା ଉତ୍ପନ୍ନ କରାଯାଇଛି
							ಉದಾಹರಣೆ : 
							ଭାରତରେ ଉତ୍ପନ୍ନ ଚା’ ଅଧିକମାତ୍ରାରେ ବିଦେଶକୁ ରପ୍ତାନୀ କରାଯାଇଥାଏ
							
ಸಮಾನಾರ್ಥಕ : ଉତ୍ପନ୍ନ, ଚାଷକରାଯାଇଥିବା, ଜାତ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଅନ୍ୟ କାହାଠାରୁ ବିକସିତ ବା ତିଆରି
							ಉದಾಹರಣೆ : 
							ଅଗ୍ରବନରୁ ବ୍ୟୁତ୍ପନ୍ନ ଆଗ୍ରାର ନାମ ତାଜମହଲ ନିମନ୍ତେ ପ୍ରସିଦ୍ଧ
							
ಸಮಾನಾರ್ಥಕ : ବ୍ୟୁତ୍ପନ୍ନ
ಇತರ ಭಾಷೆಗಳಿಗೆ ಅನುವಾದ :
किसी और से विकसित या बना।
अग्रवन से व्युत्पन्न आगरा का नाम ताजमहल के लिए प्रसिद्ध है।