ಅರ್ಥ : କୌଣସି ବସ୍ତୁର ଉପର କିମ୍ବା ବାହାର ପାଖ
							ಉದಾಹರಣೆ : 
							ଖରାରେ କୂଅର ଜଳ ସ୍ତର ଖସିଯାଏ
							
ಸಮಾನಾರ್ಥಕ : ତଳ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଲୁଗାଆଦି ଉପରେ କରାଯାଉଥିବା ଏକ ପ୍ରସ୍ତ
							ಉದಾಹರಣೆ : 
							ସେ ଲୁଗାଗୁଡ଼ିକୁ ଭାଙ୍ଗିକରି ସିନ୍ଦୁକରେ ରଖିଦେଲେ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ସ୍ତର ଉପରେ ହୋଇଥିବା ଏକ ଅନ୍ୟ ସ୍ତର
							ಉದಾಹರಣೆ : 
							ଆଜି ଦୁଧ ଉପରେ ସରର ଏକ ମୋଟା ସ୍ତର ଜମାହୋଇଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
A relatively thin sheetlike expanse or region lying over or under another.
layerಅರ್ಥ : ପ୍ରବଳତା, ମାତ୍ରା, ଗୁଣା ଆଦିର ମାନଦଣ୍ଡ ସମ୍ପର୍କରେ ଏକ ସ୍ଥିତି
							ಉದಾಹರಣೆ : 
							ବିଶ୍ୱ ସ୍ତରରେ ଟେକନିକର ଉନ୍ନତି ବଡ଼ ଜୋରରେ ହେଉଛି
							
ಇತರ ಭಾಷೆಗಳಿಗೆ ಅನುವಾದ :