ಅರ್ಥ : ଯେଉଁଖାତାରେ ଲୋକମାନଙ୍କ ସଉଦାର ଅଲଗା ଅଲଗା ହିସାବ ରହେ
							ಉದಾಹರಣೆ : 
							ଦୋକାନୀ ମୋ ହିସାବ କରିବାପାଇଁ ହିସାବଖାତା ବାହାରକଲା
							
ಸಮಾನಾರ್ಥಕ : ଖାତା
ಇತರ ಭಾಷೆಗಳಿಗೆ ಅನುವಾದ :
A record in which commercial accounts are recorded.
They got a subpoena to examine our books.ಅರ್ಥ : ଯେଉଁ ଖାତାରେ ମାସିକ ଆୟବ୍ୟୟ ଲେଖାଯାଏ
							ಉದಾಹರಣೆ : 
							ମୋ ହିସାବଖାତା କୁଆଡ଼େ ଗଲା?
							
ಇತರ ಭಾಷೆಗಳಿಗೆ ಅನುವಾದ :
A record in which commercial accounts are recorded.
They got a subpoena to examine our books.ಅರ್ಥ : ଆୟ ବ୍ୟୟଆଦିର ହିସାବ ଲେଖାଯାଉଥିବା ପୁସ୍ତକ
							ಉದಾಹರಣೆ : 
							ସେ ହିସାବଖାତା ଖୋଲି ଆୟ ବ୍ୟୟର ବିବରଣ ଦେଖୁଛି
							
ಸಮಾನಾರ್ಥಕ : ବହି, ବହିଖାତା, ଲେଖାବହି, ହିସାବ ବହି
ಇತರ ಭಾಷೆಗಳಿಗೆ ಅನುವಾದ :
A record in which commercial accounts are recorded.
They got a subpoena to examine our books.