ಅರ್ಥ : ମାଟିଆ ମିଶା ଲାଲ୍ ରଙ୍ଗର ହୋଇଥିବା କପୋତ ଭଳି ଏକ ପ୍ରକାରର ପକ୍ଷୀ
							ಉದಾಹರಣೆ : 
							ଶିକାରୀ ଗୋଟିଏ ନିଶାଣରେ କପୋତକୁ ଭୂମି ଉପରକୁ ଖସାଇ ଦେଲା
							
ಸಮಾನಾರ್ಥಕ : ଅଣ୍ଡିରା କପୋତ, ଅଣ୍ଡିରା ପାରା, କାପତା
ಇತರ ಭಾಷೆಗಳಿಗೆ ಅನುವಾದ :
Any of numerous small pigeons.
dove