ಅರ್ಥ : କୌଣସି ଦେଶ ଅଥବା ଜାତିର ଭରଣ ପୋଷଣ, ବର୍ଦ୍ଧନ ତଥା ରକ୍ଷଣ ପାଇଁ ଯେଉଁ ସତ୍ତା ସ୍ଥାପିତ କରାଯାଇଛି
							ಉದಾಹರಣೆ : 
							ରାଜା ନନ୍ଦ ରାଜସତ୍ତା ଉନ୍ମାଦରେ ଅତ୍ୟାଚାର କରିବାକୁ ଲାଗିଲେ
							
ಸಮಾನಾರ್ಥಕ : ରାଜସତ୍ତା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ସାହିତ୍ୟ, ବିଜ୍ଞାନ, କଳାଆଦିର ଉନ୍ନତି ନିମନ୍ତେ ସ୍ଥାପିତ ସମାଜ
							ಉದಾಹರಣೆ : 
							ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ ଶିକ୍ଷା କ୍ଷେତ୍ରରେ ବିଶ୍ୱବିଖ୍ୟାତ
							
ಸಮಾನಾರ್ಥಕ : ଇନଷ୍ଟିଚ୍ୟୁଟ୍, ସଂସ୍ଥା, ସଂସ୍ଥାନ
ಇತರ ಭಾಷೆಗಳಿಗೆ ಅನುವಾದ :
साहित्य, विज्ञान, कला आदि की उन्नति के लिये स्थापित समाज।
भारतीय प्रौद्योगिकी संस्थान शिक्षा के मामले में विश्व विख्यात हैं।An association organized to promote art or science or education.
institute