ಅರ್ಥ : ପୁସ୍ତକଆଦିରେ ଲେଖାଯାଇଥିବା ବିଷୟ ବସ୍ତୁ କିମ୍ବା ବିଷୟ ଦେଖିବା ବା ପଢ଼ିବାର କ୍ରିୟା
							ಉದಾಹರಣೆ : 
							ରାମ ବେଦ ପଠନ କରୁଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
The cognitive process of understanding a written linguistic message.
His main reading was detective stories.ಅರ್ಥ : କୌଣସି ବିଷୟର ସମସ୍ତ ପାଠ ବା ଗୂଢ଼ ତତ୍ତ୍ୱର ଜ୍ଞାନ ପାଇବାପାଇଁ ତାହାକୁ ଦେଖିବା, ବୁଝିବା ବା ପଢ଼ିବାର କ୍ରିୟା
							ಉದಾಹರಣೆ : 
							ସେ ସଂସ୍କୃତ ଅଧ୍ୟୟନ କରିବା ନିମନ୍ତେ କାଶୀ ଯାଇଛି
							
ಸಮಾನಾರ್ಥಕ : ଜ୍ଞାନାର୍ଜନ, ପଠନ, ପଢ଼ିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ବ୍ରାହ୍ମଣଙ୍କଦ୍ୱାରା କରାଯାଉଥିବା ଷଡକର୍ମ ମଧ୍ୟରୁ ଗୋଟିଏ
							ಉದಾಹರಣೆ : 
							ପଣ୍ଡିତ ମହାଶୟ ନିୟମପୂର୍ବକ ପ୍ରତିଦିନ ଅଧ୍ୟୟନ କରନ୍ତି
							
ಇತರ ಭಾಷೆಗಳಿಗೆ ಅನುವಾದ :