ಅರ್ಥ : ନ ଅଟକି ନିରନ୍ତରଭାବେ ଆଗକୁ ବଢ଼ୁଥିବା ବା ଚାଲୁଥିବା
							ಉದಾಹರಣೆ : 
							ଶ୍ରୀମତୀ ମଲ୍ଲିକ ଅନର୍ଗଳ ଭାଷଣ ଦିଅନ୍ତି
							
ಸಮಾನಾರ್ಥಕ : ଅନର୍ଗଳ, ଅବିରାମ, ନିରନ୍ତର, ନିରବଚ୍ଛିନ
ಇತರ ಭಾಷೆಗಳಿಗೆ ಅನುವಾದ :
धारा के रूप में बिना रुके आगे बढ़ने या चलने वाला।
श्रीमती मल्लिक धारा प्रवाह भाषण देती हैं।ಅರ್ಥ : ବିନା ଆରାମରେ
							ಉದಾಹರಣೆ : 
							ସେ ଅହରହ ଅବିରତ କାମ କରୁଛନ୍ତି
							
ಸಮಾನಾರ್ಥಕ : ଅବିରତ, ନିରବଚ୍ଚିନ୍ନ ଭାବରେ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ପ୍ରତ୍ୟେକ ମୁହୂର୍ତ୍ତ ବା ପ୍ରତ୍ୟେକ ସମୟ
							ಉದಾಹರಣೆ : 
							ଆମେ ସବୁବେଳେ ସତ କହିବା
							
ಸಮಾನಾರ್ಥಕ : ଅନବଧି, ଅହରହ, ଅହର୍ନିଶ, ଦିନରାତି, ନିରନ୍ତର, ନିଶିଦିବସ, ସଦାବେଳେ, ସବୁବେଳେ, ସବୁସମୟରେ, ସର୍ବଦା, ହରଦମ
ಇತರ ಭಾಷೆಗಳಿಗೆ ಅನುವಾದ :
हर एक पल या हर समय।
हमें हमेशा सत्य बोलना चाहिए।ಅರ್ಥ : ବିନା ବିରାମରେ, ବିନା କ୍ରମଭଙ୍ଗରେ ବା ନ ଅଟକି
							ಉದಾಹರಣೆ : 
							ଦୁଇ ଘଣ୍ଟା ଧରି ଲଗାତାର ବର୍ଷା ହେଉଛି  ସଚିନ ଲାଗଲାଗ ଛକା ଲଗେଇଚାଲିଛି
							
ಸಮಾನಾರ್ಥಕ : ଅବିରତ, ଅବିରାମ, ଅବିଶ୍ରାନ୍ତ, ଅହରହ, ଧମାଧମ, ନିରନ୍ତର, ଲଗାତାର, ଲାଗଲାଗ
ಇತರ ಭಾಷೆಗಳಿಗೆ ಅನುವಾದ :
बिना विराम के या बिना रुके या बिना क्रम-भंग के।
दो घंटे से लगातार बारिश हो रही है।