ಅರ್ಥ : ଏଭଳି ମାନସିକତା ଯାହାର ବାହ୍ୟ ପ୍ରତିକ୍ରିୟା ନଥାଇ ମଧ୍ୟ ସୁଖ-ଦୁଃଖକୁ ଅନୁଭବ କରିହୁଏ
							ಉದಾಹರಣೆ : 
							ବେଳେବେଳେ ଭବିଷ୍ୟତରେ ଘଟିବାକୁ ଯାଉଥିବା ଘଟଣାର ଅନୁଭୂତି ମିଳିଯାଏ ମୃତ ଶରୀର ଅନୁଭୂତି ଶୂନ୍ୟ ହୋଇଥାଏ
							
ಸಮಾನಾರ್ಥಕ : ଅନୁଭୂତି
ಇತರ ಭಾಷೆಗಳಿಗೆ ಅನುವಾದ :
An unelaborated elementary awareness of stimulation.
A sensation of touch.ಅರ್ಥ : ଯେଉଁ ଘଟଣା ଧରିହୁଏ ବା ବୁଝିହୁଏ
							ಉದಾಹರಣೆ : 
							ଆଜି ମୋର ଗୋଟିଏ ଅଦ୍ଭୁତ ଅନୁଭବ ହେଲା
							
ಇತರ ಭಾಷೆಗಳಿಗೆ ಅನುವಾದ :
वह घटना जो किसी के साथ घटी हो या जिससे कोई गुजरा हो।
आज मुझे एक अद्भुत अनुभव हुआ।An event as apprehended.
A surprising experience.ಅರ್ಥ : ଏହି ଜ୍ଞାନ ଯାହା କୌଣସି କାମ ବା ପ୍ରୟୋଗରେ ପ୍ରାପ୍ତ ହୋଇଥାଏ
							ಉದಾಹರಣೆ : 
							ଏହି କାମ ବିଷୟରେ ତା’ର ଅନୁଭବ ଅଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
The accumulation of knowledge or skill that results from direct participation in events or activities.
A man of experience.