ಅರ್ಥ : ଶିକ୍ଷାପ୍ରାପ୍ତ କରିବାପାଇଁ ଗୁରୁଙ୍କପାଖରେ ବା ସାଙ୍ଗରେ ରହୁଥିବା ଶିଷ୍ୟ ବା ଚେଲା
							ಉದಾಹರಣೆ : 
							ପ୍ରାଚୀନକାଳରେ ଅନ୍ତେବାସୀଙ୍କ ପାଇଁହିଁ ଶିକ୍ଷା ସୁଲଭ ଥିଲା
							
ಇತರ ಭಾಷೆಗಳಿಗೆ ಅನುವಾದ :
A pupil who lives at school during term time.
boarderಅರ್ಥ : ଗାଁ ବାହାରେ ବସବାସ କରୁଥିବା ଗୋଷ୍ଠୀ ବା ସମାଜ
							ಉದಾಹರಣೆ : 
							ଅନ୍ତେବାସୀ ବେଳେବେଳେ ଗାଁକୁ ମଧ୍ୟ ଆସନ୍ତି
							
ಸಮಾನಾರ್ಥಕ : ଅଂତେବାସୀ
ಇತರ ಭಾಷೆಗಳಿಗೆ ಅನುವಾದ :
गाँव के बाहर बसने वाला वर्ग या समाज।
अंतावशायी कभी-कभी गाँव भी आ जाते हैं।ಅರ್ಥ : ଯେ ଗୁରୁକୁଳରେ ରହେ
							ಉದಾಹರಣೆ : 
							ଗୁରୁକୁଳବାସୀ ବିଦ୍ୟାର୍ଥୀ  ହୋଇ କୃଷ୍ଣ ଜ୍ଞାନ ଲାଭ କରିଥିଲେ
							
ಸಮಾನಾರ್ಥಕ : ଗୁରୁକୁଳବାସୀ
ಇತರ ಭಾಷೆಗಳಿಗೆ ಅನುವಾದ :
जो गुरुकुल में रहता हो।
कृष्ण ने गुरुकुलवासी विद्यार्थी बनकर ज्ञान प्राप्त किया।