ಅರ್ಥ : ସାଧନାରେ ଯମର ଏକ ଭେଦ
							ಉದಾಹರಣೆ : 
							ଅପରିଗ୍ରହ ବିନା  ସାଧନା ଫଳବତୀ ହୋଇପାରେ ନାହିଁ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଦାନ ନ ନେବାର ପ୍ରକ୍ରିୟା
							ಉದಾಹರಣೆ : 
							ଅପରିଗ୍ରହ ମନୁଷ୍ୟକୁ ସ୍ୱାବଲମ୍ବୀ କରାଏ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ବସ୍ତୁକୁ ଗ୍ରହଣ ନ କରିବା ବା ଦାନ ନ ନେବାର ପ୍ରକ୍ରିୟା
							ಉದಾಹರಣೆ : 
							ଅପ୍ରତିଗ୍ରହଣ ତା ଜୀବନ ଶୈଳୀର ଏକ ଅଙ୍ଗ ଥିଲା
							
ಸಮಾನಾರ್ಥಕ : ଅପ୍ରତିଗ୍ରହଣ
ಇತರ ಭಾಷೆಗಳಿಗೆ ಅನುವಾದ :
किसी वस्तु को ग्रहण न करने या दान न लेने की क्रिया।
अप्रतिग्रहण उसके जीवन-शैली का एक अंग था।ಅರ್ಥ : ଶରୀରର ଆବଶ୍ୟକତାଠାରୁ ଅଧିକ ଧନର ପରିତ୍ୟାଗ
							ಉದಾಹರಣೆ : 
							ସେ ଅପରିଗ୍ରହ ପରେ ଆଶ୍ରମରେ ରହିବାକୁ ଲାଗିଲେ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଜୈନ ଶାସ୍ତ୍ର ଅନୁସାରେ ମୋହ ପରିତ୍ୟାଗ
							ಉದಾಹರಣೆ : 
							ଅପରିଗ୍ରହ ବିନା ସାଂସାରିକ ଦୁଃଖ ଗୁଡ଼ିକର ଶେଷ ହୁଏ ନାହିଁ
							
ಇತರ ಭಾಷೆಗಳಿಗೆ ಅನುವಾದ :