ಅರ್ಥ : ଯାହାର ବୃତ୍ତି ଚୋରିକରିବା କିମ୍ବା ଯେ ଲୋକମାନଙ୍କୁ ଲୁଟେ
							ಉದಾಹರಣೆ : 
							ଚୋରମାନେ ପୂରା ବସ୍କୁ ଲୁଟିନେଲେ
							
ಸಮಾನಾರ್ಥಕ : ଚୋରି କରିବା, ଲୁଟିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କାହାଠାରୁ ଜବରଦସ୍ତି ବା ଡରାଇଧମକାଇ ତାହାର କୌଣସି ବସ୍ତୁକୁ ନେଇଯିବା
							ಉದಾಹರಣೆ : 
							ଏହି ରାସ୍ତାରେ ଚୋରମାନେ ବାଟୋଇମାନଙ୍କଠାରୁ ଲୁଟପାଟ କରନ୍ତି
							
ಸಮಾನಾರ್ಥಕ : ଲୁଟପାଟ କରିବା, ଲୋଟିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଅନ୍ୟର ଜିନିଷ ଚୋରିକରି ନେବା
							ಉದಾಹರಣೆ : 
							ବସ୍ରେ ମୋର ପର୍ସ କିଏ ଚୋରେଇନେଲା
							
ಸಮಾನಾರ್ಥಕ : ଚୋରେଇବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ବ୍ୟକ୍ତିଆଦିକୁ ବଳପୂର୍ବକ ଭାବରେ ଉଠାଇନେବା
							ಉದಾಹರಣೆ : 
							ଆତଙ୍କବାଦୀମାନେ କାଶ୍ମୀରର ଜଣେ ମନ୍ତ୍ରୀଙ୍କ ଝିଅକୁ ଅପହରଣ କରିନେଲେ
							
ಸಮಾನಾರ್ಥಕ : ହରଣ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी व्यक्ति आदि को बलपूर्वक उठा ले जाना।
आतंकवादियों ने कश्मीर के एक मंत्री की बेटी का अपहरण किया।