ಅರ್ಥ : କାମ ବନ୍ଦ ହେବାର ସେହି ଦିନ, ଯେଉଁଦିନ ନିୟମିତ ରୂପରେ ଲୋକେ କାମରେ ଉପସ୍ଥିତ ରହନ୍ତି ନାହିଁ
							ಉದಾಹರಣೆ : 
							ଭାରତ ସରକାର ରବିବାର ଦିନକୁ ଛୁଟି ଘୋଷିତ କରିଛନ୍ତି
							
ಸಮಾನಾರ್ಥಕ : ଛୁଟି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଆରାମର ସମୟ
							ಉದಾಹರಣೆ : 
							ଆପଣ ମୋ ସହିତ ଫୁରସତ୍ ବେଳେ ମିଶନ୍ତୁ
							
ಸಮಾನಾರ್ಥಕ : କାର୍ଯ୍ୟାବକାଶ, ଫୁରସତ୍, ବିରାମ ସମୟ, ବିଶ୍ରାମ ସମୟ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ବିଶିଷ୍ଟ ସମୟ
							ಉದಾಹರಣೆ : 
							ଏଠାରେ ପ୍ରତିବର୍ଷ ବିଜୟାଦଶମୀ ଅବସରରେ ରାମ ଲୀଳାର ଆୟୋଜନ କରାଯାଏ
							
ಸಮಾನಾರ್ಥಕ : ଅବସର
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଗୋଟିଏ ପ୍ରକାରର ଛନ୍ଦ
							ಉದಾಹರಣೆ : 
							ଅବକାଶର ଏକ ଉତ୍ତମ ଉଦାହରଣ ହେଉଛି ଏହି କାବ୍ୟ ରଚନା
							
ಸಮಾನಾರ್ಥಕ : ଅବକାଶ ଛନ୍ଦ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଫାଲୁତ ଅବା ଅତିରିକ୍ତ ସମୟ
							ಉದಾಹರಣೆ : 
							କେଉଁଠାକୁ ଯିବା-ଆସିବା ପାଇଁ ମୋ ପାଖରେ ଅବକାଶ କାଇଁ
							
ಸಮಾನಾರ್ಥಕ : ଅତିରିକ୍ତ ସମୟ, ଫାଲୁତ ସମୟ, ବଳକା ସମୟ
ಇತರ ಭಾಷೆಗಳಿಗೆ ಅನುವಾದ :