ಅರ್ಥ : ଉପରୁ ତଳଆଡକୁ ଆଣିବା କ୍ରିୟା
							ಉದಾಹರಣೆ : 
							କୁହୁଡି କାରଣରୁ ଉଡାଯାହାଜ ଅବତରଣରେ ସମସ୍ୟା ହୋଇଛି
							
ಸಮಾನಾರ್ಥಕ : ଉଲ୍ଲାଇବା, ଲ୍ୟାଣ୍ଡିଙ୍ଗ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ସ୍ଥାନରେ ବାୟୁଯାନ ଅବତରଣ କରିବାର ପ୍ରକ୍ରିୟା
							ಉದಾಹರಣೆ : 
							ଉଡ଼ାଜାହାଜଟି ଅବତରଣ କରିବାପାଇଁ ଚକ୍କର ମାରୁଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
The act of coming down to the earth (or other surface).
The plane made a smooth landing.ಅರ್ಥ : ଓହ୍ଲେଇବାର ମାଧ୍ୟମ
							ಉದಾಹರಣೆ : 
							ଘାଟି, ସିଡ଼ିଆଦି ଅବତରଣ ଯୋଗ୍ୟ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଜୈନ ମତାନୁସାରେ ଶେଷ ସମୟରେ ଯେତେବେଳେ ରୂପାଦିର କ୍ରମଶଃ ହ୍ରାସ ଘଟେ
							ಉದಾಹರಣೆ : 
							ଜୈନ ମତାନୁସାରେ ଅବରୋହ  କାଳରେ ମନୁଷ୍ୟ ନିକଟରେ ଆତ୍ମଶୁଦ୍ଧି ନିମନ୍ତେ ସମୟ ରହିବ ନାହିଁ
							
ಇತರ ಭಾಷೆಗಳಿಗೆ ಅನುವಾದ :