ಅರ್ಥ : ଯେଉଁ ବ୍ୟକ୍ତିଠାରେ ତତ୍ପରତା ନଥାଏ
							ಉದಾಹರಣೆ : 
							ଅଳସୁଆକୁ ସବୁଠାରେ ନିନ୍ଦା କରାଯାଏ
							
ಇತರ ಭಾಷೆಗಳಿಗೆ ಅನುವಾದ :
वह जिसमें तत्परता न हो।
आलसी की सर्वत्रा निंदा होती है।ಅರ್ಥ : ଯେଉଁଥିରେ ତତ୍ପରତା ନାହିଁ
							ಉದಾಹರಣೆ : 
							ଅଳସୁଆ ବ୍ୟକ୍ତି କେବେ ବି କୌଣସି କାମ ଠିକ୍ ସମୟରେ ପୂରା କରେନାହିଁ  ସେ କାମ କରିବାରେ ଅଳସୁଆ
							
ಸಮಾನಾರ್ಥಕ : ଆଳସ୍ୟପୂର୍ଣ୍ଣ, ଆଳସ୍ୟଭରା, ଢିଲା
ಇತರ ಭಾಷೆಗಳಿಗೆ ಅನುವಾದ :
जिसे काम करने की इच्छा न होती हो।
आलसी व्यक्ति कभी भी कोई काम समय पर पूरा नहीं करता।ಅರ್ಥ : ଅଯଥା ଡେରି କରୁଥିବା ଲୋକ
							ಉದಾಹರಣೆ : 
							ଅଳସୁଆ ଲୋକର ଅପେକ୍ଷାରେ ଗାଡି ଛାଡି ଦେଲା
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଅଜଗର ଭଳି ବା ବିନା ପରିଶ୍ରମରେ
							ಉದಾಹರಣೆ : 
							ତାର ଅଳସୁଆ ବୃତ୍ତିପାଇଁ ସମସ୍ତେ ବ୍ୟତିବ୍ୟସ୍ତ
							
ಇತರ ಭಾಷೆಗಳಿಗೆ ಅನುವಾದ :